ଏନ୍‌ସିପିସିଆର୍‌ ନିୟମ ମାନୁନାହାନ୍ତି: ଭୁବନେଶ୍ବରର ୧୦ ସ୍କୁଲ୍‌କୁ କାରଣ ଦର୍ଶାଅ

ଭୁବନେଶ୍ବର: ଜାତୀୟ ଶିଶୁ ଅଧିକାର ଆୟୋଗ (ଏନ୍‌ସିପିସିଆର୍‌) ନିୟମ ମାନୁନାହାନ୍ତି ବେସରକାରୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ କର୍ତ୍ତୃପକ୍ଷ। ଏହାକୁ ନେଇ ଓଡ଼ିଶା ଅଭିଭାବକ ମହାସଂଘ ଆପତ୍ତି ଉଠାଇବା ପରେ ଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ନିୟମ ଖିଲାପ କରୁଥିବା ଭୁବନେଶ୍ବର ୧୦ଟି ବିଦ୍ୟାଳୟକୁ ଭୁବନେଶ୍ବର ବ୍ଲକ୍‌ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଉକ୍ତ ସ୍କୁଲ୍‌ଗୁଡ଼ିକ ହେଲା, ୟୁନିଟ୍‌-୨ସ୍ଥିତ ସେଣ୍ଟ ଯୋଶେଫ୍‌ ହାୟର୍‌ … Continue reading ଏନ୍‌ସିପିସିଆର୍‌ ନିୟମ ମାନୁନାହାନ୍ତି: ଭୁବନେଶ୍ବରର ୧୦ ସ୍କୁଲ୍‌କୁ କାରଣ ଦର୍ଶାଅ